Bhubaneswar, 04/02/2025: The Odisha government has announced the auction of ten mineral blocks, marking a significant step in unlocking the state’s mineral potential. The auction includes deposits of iron ore, manganese, and bauxite, and comes after over two years of delay, as authorities had been cautious due to fluctuations in global metal prices. Recent encouragement from the Union government appears to have prompted Odisha to proceed with the auctions. The auction covers four iron ore blocks: Koira in Sundargarh district, and Roida-1, Putulipani, and Jalahuri in Keonjhar district. Leases for these mines expired in 2021, and they are now being…
Author: Industry Odisha
Vedanta Ltd., India’s leading diversified natural resources company, has announced a delay in its plan to split into separate business entities. According to Ajay Goel, Chief Financial Officer, the demerger is now expected to be completed between June and July 2025, pushing back the earlier target of completing the process by the end of fiscal year 2025. Goel noted that while the process is nearly complete, final approvals and formalities will require an additional six months. Shareholders and creditors are scheduled to meet next month to vote on the proposal. The revised demerger plan includes significant changes to the company’s…
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ମଧ୍ୟବିତ୍ତ ବର୍ଗକୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି | ବଜେଟ ମଧ୍ୟବିତ୍ତ ବର୍ଗଙ୍କୁ ଏକ ବଡ଼ ଉପହାର ଦେଇ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପକୁ ଟିକସମୁକ୍ତ କରାଯାଇଛି। କିନ୍ତୁ ଯଦି ଆପଣ ସେୟାର ବଜାରରୁ ମଧ୍ୟ ଅର୍ଥ ରୋଜଗାର କରୁଛନ୍ତି କିମ୍ବା ଆପଣ ଷ୍ଟକ୍ ବଜାରରୁ ୧୨ ଲକ୍ଷ ଟଙ୍କା ପୂର୍ଣ୍ଣକାଳୀନ ରୋଜଗାର କରିଛନ୍ତି, ତେବେ ଆପଣଙ୍କୁ କ’ଣ କୌଣସି ଟିକସ ଦେବାକୁ ପଡ଼ିବ କି ନାହିଁ ତାହା ଜାଣିବା ପୂର୍ବରୁ, ଆପଣଙ୍କୁ ଆୟକର ନିୟମ ନିୟମ ବୁଝିବାକୁ ପଡିବ। ଆୟକର ବ୍ୟବସ୍ଥାରେ କୌଣସି ବ୍ୟକ୍ତିଙ୍କ ଆୟକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି। ସେଗୁଡିକ ହେଉଛି, ଦରମାରୁ ଆୟ, ଘର ସମ୍ପତ୍ତିରୁ ଆୟ, ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ, ପୁଞ୍ଜି ଲାଭରୁ ଆୟ ଏବଂ ଅନ୍ୟାନ୍ୟ ଉତ୍ସରୁ ଆୟ। ଯଦି ଆପଣ ସେୟାର ବଜାରରେ ଅର୍ଥନିବେଶ କରନ୍ତି, ତେବେ ଆପଣଙ୍କର ରୋଜଗାର ଉପରେ…
Bhubaneswar, Odisha, 03.02.2025: Odisha Chief Minister Mohan Charan Majhi has hailed the Union Budget 2025-26 proposal of zero income tax for individuals earning up to Rs 12 lakh annually as a visionary and people-centric move that will empower citizens and boost economic activity across the nation. Majhi expressed heartfelt gratitude to Prime Minister Narendra Modi and Finance Minister Nirmala Sitharaman for what he described as a transformative step toward inclusive prosperity. He said the reform reflects the government’s deep commitment to improving the financial well-being of every Indian household and will “pave the way for brighter financial opportunities for all…
ନୂଆଦିଲ୍ଲୀ: ଜାନୁଆରି ମାସରେ ଜିଏସ୍ଟି ଆଦାୟ ୧୨.୩% ବୃଦ୍ଧି ହୋଇ ୧.୯୬ ଲକ୍ଷ କୋଟି ଟଙ୍କା ଛୁଇଁଛି । ଯାହା ଗତ ବର୍ଷ ସମାନ ଅବଧିରେ ୧.୭୪ ଲକ୍ଷ କୋଟି ଟଙ୍କା ରହିଥିଲା। ଦେଶର ଅର୍ଥନୀତି ଏବେ ଟ୍ରାକ୍କୁ ଫେରୁଥିବାରୁ ପରୋକ୍ଷ ଟିକସ ଆଦାୟ କ୍ଷେତ୍ରରେ ଏଭଳି ଉନ୍ନତି ପରିଲକ୍ଷିତ ହୋଇଛି। ଜିଏସ୍ଟି ସଂଗ୍ରହ ସମ୍ପର୍କିତ ଡାଟାକୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଆଦାୟ ହୋଇଥିବା ଟିକସ ମଧ୍ୟରେ ଘରୋଇ ବଜାରରୁ ସାମଗ୍ରୀ ଓ ସେବା ବିକ୍ରିରୁ ୧.୪୭ ଲକ୍ଷ କୋଟି ଏବଂ ସାମଗ୍ରୀ ଆମଦାନି ବାବଦକୁ ୪୮,୩୮୨ କୋଟିର ଟିକସ ସାମିଲ ରହିଛି। ଡିସେମ୍ବର ମାସରେ ଜିଏସ୍ ଟି ଆଦାୟ ୭.୩% ବୃଦ୍ଧି ହୋଇ ୧.୭୭ ଲକ୍ଷ କୋଟି ଟଙ୍କା ରହିଥିଲା। ନଭେମ୍ବର ମାସରେ ଟିକସ ଆଦାୟ ଅଭିବୃଦ୍ଧି ୮.୩% ରହିଥିଲା। ଯାହା ଡିସେମ୍ବରେ ପ୍ରଭାବିତ ହୋଇଥିଲା। ପାର୍ବଣ ପରେ ଅର୍ଥନୀତି ଧିମା ରହିବା ଯୋଗୁ ଟିକସ ଆଦାୟ…
NEW DELHI, JAN 31—With the unveiling of the Economic Survey on Friday, all eyes are now on Finance Minister Nirmala Sitharaman as she prepares to present the Union Budget for 2025-26 in Parliament on Saturday, February 1. The upcoming budget is anticipated to further the government’s agenda of driving substantial economic growth with a strong focus on equity and inclusivity. The Economic Survey 2024-25 highlights the government’s commitment to improving the quality of life in rural areas, viewing this as essential for equitable and sustainable national development. Financial inclusion has been placed at the forefront of this effort, ensuring easier…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବାକୁ ଥିବା ବଜେଟ୍ ୨୦୨୫-୨୬ରୁ ଓଡ଼ିଶା ଅନେକ କିଛି ଆଶା ରଖିଛି। ଗତ ଡିସେମ୍ବର ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାକ୍ ବଜେଟ୍ ଆଲୋଚନାରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାକୁ ଉପଯୁକ୍ତ ପରିବେଶ ସୃଷ୍ଟି ଲାଗି ବିଶେଷ ସହାୟତା ଲୋଡ଼ିଥିଲେ। ଓଡ଼ିଶା ପାଇଁ ସେ ୯ଟି ଦାବି ରଖିଥିଲେ। ରାଜ୍ୟରେ ପର୍ଯ୍ୟଟନ ବିକାଶ ପାଇଁ ୧୦ ହଜାର କୋଟିର ସ୍ବତନ୍ତ୍ର ପ୍ୟାକେଜ, ଜଳଜୀବନ ମିସନରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅର୍ଥନୈତିକ ଗତିକୁ ତ୍ବରାନ୍ବିତ କରିବା ପାଇଁ ଗୋପାଳପୁର ସଲ୍ପ୍ୟାନ ଅଞ୍ଚଳ ଏବଂ ଝାରସୁଗୁଡ଼ାଠାରେ ନୂତନ ଶିଳ୍ପ ସହର ସ୍ଥାପନ, ଆକାଂକ୍ଷା ବ୍ଳକ ଯୋଜନା ଅନ୍ତର୍ଗତ ପୂର୍ବ ଅନୁମୋଦିତ ୨୯ଟି ବ୍ଲକ ବ୍ୟତୀତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୧୧ଟି ଅତିରିକ୍ତ ବ୍ଲକକୁ ଏଥିରେ ସାମିଲ…
ରାଉରକେଲା: ୨୦୨୨ ମସିହାରେ କୋଇଲା ପାଇଁ ବରାଦ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟରେ କିଛି କୋଇଲା ଆସିଥିଲା ସତ, କିନ୍ତୁ ୧୯,୨୦୦ ଟନ୍ କୋଇଲା ଅନଲୋଡ୍ କରିନଥିଲା ଠିକା ସଂସ୍ଥା ବିଡ଼ମ୍ବନା ଏହା ଯେ, କୋଇଲା ପରିବହନକାରୀ ଠିକା ସଂସ୍ଥାକୁ କେବଳ ନୋଟିସ୍ ଦେଇ ଛାଡ଼ିଦେଲେ। କଳା ତାଲିକାଭୁକ୍ତ ବି କରାଗଲାନି କିମ୍ବା ଅବଶିଷ୍ଟ କୋଇଲା ଯୋଗାଇବାକୁ ବାଧ୍ୟ କରାଗଲାନି। ସମ୍ଭବତଃ ଏହି ବଡ଼ଧରଣର ହେରଫେର୍କୁ ଚାପିବାକୁ ପ୍ରୟାସ ଚାଲୁଥିଲା | ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ଥାନାରେ ଏତଲା ଦିଆଯାଇଛି। କୋଟିଏ ଟଙ୍କାର କୋଇଲା ହେରଫେର୍ ହେବାର ଦୁଇବର୍ଷ ପରେ ଏତଲା ଦିଆଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଏଭଳି ଏକ ଅନିୟମିତତା ସାମନାକୁ ଆସିଛି ଏନ୍ଏସ୍ପିସିଏଲ୍ରେ । ଉଲ୍ଲେଖଯୋଗ୍ୟ, ୨୦୦୧ ମସିହାରେ ଏନ୍ଟିପିସି ଓ ‘ସେଲ୍’ର ମିଳିତ ସହବନ୍ଧନରେ ଗଠିତ ହୋଇଥିଲା ଏନ୍ଟିପିସି-ସେଲ୍ ପାୱାର୍ କମ୍ପାନି ଲିମିଟେଡ୍ ଉଦ୍ଦେଶ୍ୟ ଥିଲା ଏନ୍ଏସ୍ପିସିଏଲ୍ ରାଉରକେଲା ଇସ୍ପାତ…
New Delhi, 31/01/2025: The Union Budget 2025 is shaping up to be a defining milestone for India’s energy sector, at a time when the country faces a dual challenge: meeting its growing energy demand while ensuring that energy solutions are sustainable and environmentally responsible. With climate change increasingly threatening global ecosystems and economies, India has a unique opportunity to recalibrate its energy strategy toward clean and renewable sources, including solar, wind, and emerging green technologies. The budget will likely play a pivotal role in shaping investments and policies that could determine the trajectory of India’s energy landscape for decades. India…
ଭୁବନେଶ୍ୱର: ଜୀବନର ଯେକୌଣସି କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କ ସହିତ ସମକକ୍ଷ ହେବା ଆନନ୍ଦର ବିଷୟ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ କୃଷି କ୍ଷେତ୍ରରେ କାମ କରିବାଠାରୁ ଆରମ୍ଭ କରି କେବଳ ଯାତ୍ରୀବାହୀ ବିମାନ ନୁହେଁ ବରଂ ଯୁଦ୍ଧ ବିମାନ ଉଡ଼ାଇବା, ମହାକାଶକୁ ରକେଟ୍ ଉଡ଼ାଇବା, କ୍ରୀଡ଼ା କ୍ଷେତ୍ର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମାଣ କରିଛନ୍ତି ଯେ ପୁରୁଷମାନେ ଯାହା କରିପାରିବେ ମହିଳାମାନେ ମଧ୍ୟ ତାହା କରିପାରିବେ। ମହିଳାମାନଙ୍କ ମଧ୍ୟରେ ଥିବା କ୍ଷମତା କିମ୍ବା ପ୍ରତିଭା ବିଷୟରେ କେବେ ସନ୍ଦେହ ନଥିଲା। ଏକମାତ୍ର ଅଭାବ ହେଉଛି ସଠିକ୍ ‘ସୁଯୋଗ’। ମହିଳାମାନେ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୀତିଠାରୁ ଉତ୍ପାଦନ ଏବଂ ନବସୃଜନ ଶକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅଗ୍ରଣୀ ଅଛନ୍ତି। ସଠିକ୍ ସୁଯୋଗ ମିଳିଲେ, ସେମାନେ କାମ କରିବାକୁ ବାଛିଥିବା ଯେକୌଣସି କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବେ। ଉତ୍କର୍ଷ ଓଡ଼ିଶା…
